Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Sahi Mosque
ସାହି ମସଜିଦ ବିଷୟରେ
सही मस्जिद के बारे में
Sahi Mosque, Cuttack Town, Cuttack
ସାହି ମସଜିଦ, କଟକ
सही मस्जिद, कटक टाउन, कटक
The Sahi Mosque, also known as Shahi Quila Masjid, is an important Islamic place of worship located within the historic Barabati Fort complex in Cuttack Town, Cuttack district, Odisha. It represents a notable aspect of the region’s multi-religious heritage and Mughal era influences in Odisha’s old capital city. The mosque is commonly identified as the Shahi Quila Masjid. Its construction within the Barabati Fort, a stronghold dating back to the Somavamsi and Eastern Ganga dynasties, reflects the layers of history that Cuttack has undergone, from ancient Odia rule to later Afghan and Mughal influence. The mosque showcases Islamic architectural elements typical of its era, including domes and prayer hall structures suited for congregational worship, though much of its original detailing has been altered or integrated into later repairs and maintenance. The Sahi Mosque remains an active religious site where daily prayers (Namaz) are offered, and it stands as a symbol of Cuttack’s diverse cultural history, where Hindu, Muslim, and later colonial influences have coexisted across centuries.
ସାହି ମସଜିଦ, ଯାହା ସାହି କିଲ୍ଲା ମସଜିଦ ନାମରେ ମଧ୍ୟ ପରିଚିତ, ଓଡ଼ିଶାର କଟକ ଜିଲ୍ଲାର କଟକ ସହରସ୍ଥିତ ଐତିହାସିକ ବାରବାଟୀ ଦୁର୍ଗ ପରିସର ମଧ୍ୟରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ଇସଲାମୀ ଉପାସନାସ୍ଥଳୀ। ଏହା ଏହି ଅଞ୍ଚଳର ବହୁଧର୍ମୀୟ ଐତିହ୍ୟର ଏକ ଉଲ୍ଲେଖନୀୟ ଅଂଶ ଏବଂ ଓଡ଼ିଶାର ପୁରାତନ ରାଜଧାନୀ କଟକରେ ମୋଗଲ ଯୁଗର ପ୍ରଭାବର ଏକ ନିଦର୍ଶନ। ଏହି ମସଜିଦକୁ ସାଧାରଣତଃ ଶାହୀ କିଲ୍ଲା ମସଜିଦ ଭାବେ ଚିହ୍ନିତ କରାଯାଏ । ସୋମବଂଶୀ ଏବଂ ପୂର୍ବ ଗଙ୍ଗବଂଶୀ ଶାସନକାଳରୁ ଅସ୍ତିତ୍ୱରେ ଥିବା ଏକ ପ୍ରମୁଖ ଦୁର୍ଗ ବାରବାଟୀ ଦୁର୍ଗ ମଧ୍ୟରେ ଏହି ମସଜିଦର ନିର୍ମାଣ କଟକର ବହୁସ୍ତରୀୟ ଇତିହାସକୁ ପ୍ରତିଫଳିତ କରେ। ପ୍ରାଚୀନ ଓଡ଼ିଆ ଶାସନଠାରୁ ଆରମ୍ଭ କରି ପରବର୍ତ୍ତୀ ଆଫଗାନ ଓ ମୋଗଲ ପ୍ରଭାବ ପର୍ଯ୍ୟନ୍ତ କଟକ ଯେଉଁ ଐତିହାସିକ ପରିବର୍ତ୍ତନ ଦେଇ ଗତି କରିଛି, ଏହି ମସଜିଦ ତାହାର ଏକ ଉଲ୍ଲେଖନୀୟ ସାକ୍ଷୀ। ମସଜିଦଟିରେ ସେହି ସମୟର ଇସଲାମୀ ସ୍ଥାପତ୍ୟ ଶୈଳୀର ବିଭିନ୍ନ ବୈଶିଷ୍ଟ୍ୟ ଦେଖିବାକୁ ମିଳେ। ଏଥିରେ ଗମ୍ବୁଜ ଏବଂ ସାମୂହିକ ଉପାସନା ପାଇଁ ଉପଯୋଗୀ ନମାଜ ପ୍ରାର୍ଥନା କକ୍ଷ ଆଦି ସ୍ଥାପତ୍ୟଗତ ବିନ୍ୟାସ ରହିଛି। ତେବେ, ସମୟକ୍ରମେ ହୋଇଥିବା ମରାମତି ଓ ରକ୍ଷଣାବେକ୍ଷଣ ଯୋଗୁଁ ଏହାର ମୂଳ ସ୍ଥାପତ୍ୟ ଅଳଙ୍କରଣର ଅନେକ ଅଂଶ ପରିବର୍ତ୍ତିତ କିମ୍ବା ପରବର୍ତ୍ତୀ ନିର୍ମାଣ ସହିତ ସମନ୍ୱିତ ହୋଇଛି। ସାହି ମସଜିଦ ଆଜି ମଧ୍ୟ ଏକ ସକ୍ରିୟ ଧାର୍ମିକ ସ୍ଥଳୀ ଭାବେ ବ୍ୟବହୃତ ହେଉଛି ଏବଂ ଏଠାରେ ନିୟମିତ ନମାଜ ପାଠ କରାଯାଏ। ଏହା କଟକର ବିବିଧମୟ ସାଂସ୍କୃତିକ ଇତିହାସର ଏକ ପ୍ରତୀକ ଭାବେ ପରିଗଣିତ, ଯେଉଁଠାରେ ଶତାବ୍ଦୀ ଧରି ହିନ୍ଦୁ, ମୁସଲିମ ଏବଂ ପରବର୍ତ୍ତୀ କାଳର ଔପନିବେଶିକ ପ୍ରଭାବ ସହାବସ୍ଥାନ କରିଆସିଛି।
शाही किला मस्जिद के नाम से भी जानी जाने वाली साही मस्जिद, ओडिशा के कटक जिले के ऐतिहासिक बाराबती किले परिसर में स्थित एक महत्वपूर्ण इस्लामी पूजा स्थल है। यह ओडिशा की पुरानी राजधानी में क्षेत्र की बहुधार्मिक विरासत और मुगल काल के प्रभावों का एक उल्लेखनीय पहलू प्रस्तुत करती है। मस्जिद को आमतौर पर शाही किला मस्जिद के नाम से जाना जाता है। सोमवंशी और पूर्वी गंगा राजवंशों के समय के गढ़ बाराबती किले के भीतर इसका निर्माण कटक के इतिहास की विभिन्न परतों को दर्शाता है, जिसमें प्राचीन ओडिया शासन से लेकर बाद के अफगान और मुगल प्रभाव शामिल हैं। मस्जिद में अपने युग के विशिष्ट इस्लामी स्थापत्य तत्व प्रदर्शित होते हैं, जिनमें सामूहिक पूजा के लिए उपयुक्त गुंबद और प्रार्थना कक्ष संरचनाएं शामिल हैं, हालांकि बाद की मरम्मत और रखरखाव में इसके मूल विवरणों में काफी बदलाव या उन्हें एकीकृत किया गया है। साही मस्जिद एक सक्रिय धार्मिक स्थल है जहां दैनिक नमाज अदा की जाती है, और यह कटक के विविध सांस्कृतिक इतिहास का प्रतीक है, जहां हिंदू, मुस्लिम और बाद के औपनिवेशिक प्रभाव सदियों से सह-अस्तित्व में रहे हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Architecturally and Epigraphically (Calligraphy)

ସ୍ଥାପତ୍ୟଗତ ଏବଂ ଅଭିଲେଖଗତ (ଲିପିଶୈଳୀ ସମ୍ବନ୍ଧୀୟ)

स्थापत्य और शिलालेखीय दृष्टि से (सुलेख)

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

18th Dec 2001

18th Dec 2001

18th Dec 2001

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Cuttack Town

କଟକ ସହର

कटक टाउन

District
ଜିଲ୍ଲା
जिला

Cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

17th Century CE

17th Century CE

17th Century CE