Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Siddhesvara Temple
ସିଦ୍ଧେଶ୍ୱର ମନ୍ଦିର ବିଷୟରେ
सिद्धेश्वर मंदिर के बारे में
Siddhesvara Temple, Naraj, Cuttack
ସିଦ୍ଧେଶ୍ୱର ମନ୍ଦିର, ନରାଜ, କଟକ
सिद्धेश्वर मंदिर, नराज, कटक
The Siddhesvara Temple, also locally spelled Sidheshwar / Siddheshwar Temple, is an ancient Hindu temple dedicated to Lord Shiva situated near Naraj, on the outskirts of Cuttack city in the eastern Indian state of Odisha. This shrine is set atop a small hillock overlooking the Mahanadi River and is known for its scenic views, spiritual significance, and connection with local mythological traditions. The presiding deity of the temple is Lord Shiva, worshipped here as Siddhesvara Mahadev. The name Siddhesvara combines “Siddha” (achievement or spiritual perfection) with “Ishvara” (Lord), emphasizing the belief that devotees’ spiritual aspirations and prayers are fulfilled here. Local legend and mythological associations add to the temple’s significance: as It is believed that Arjuna, the great warrior of the Mahabharata, once installed a Shiva Linga here during the Pandavas’ exile and prayed for success (siddhi). A small cave near the temple is traditionally thought to have sheltered the Pandava brothers during their journey, adding a legendary dimension to this sacred place. These narratives are part of the temple’s living heritage and are popular among devotees and local residents. The archaeological descriptions of the temple’s structure are limited, Siddhesvara Temple follows the traditional Kalinga style of temple architecture.
ସିଦ୍ଧେଶ୍ୱର ମନ୍ଦିର, ଓଡ଼ିଶାର କଟକ ସହରର ଉପକଣ୍ଠରେ ନରାଜ ନିକଟରେ ଅବସ୍ଥିତ ଭଗବାନ ଶିବଙ୍କୁ ସମର୍ପିତ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର। ଏହି ଦେବାଳୟଟି ମହାନଦୀ ନଦୀକୁ ଦୃଷ୍ଟିଗୋଚର କରୁଥିବା ଏକ ଛୋଟ ପାହାଡ଼ିଆ ଟିଲା ଉପରେ ଅବସ୍ଥିତ। ଏଠାରୁ ମିଳୁଥିବା ମନୋରମ ପ୍ରାକୃତିକ ଦୃଶ୍ୟ, ଧାର୍ମିକ ମହତ୍ତ୍ୱ ଏବଂ ସ୍ଥାନୀୟ ପୌରାଣିକ ପରମ୍ପରା ସହିତ ଏହାର ସମ୍ପର୍କ ଯୋଗୁଁ ଏହି ମନ୍ଦିରଟି ବିଶେଷ ଗୁରୁତ୍ୱ ବହନ କରେ। ମନ୍ଦିରର ଅଧିଷ୍ଠାତା ଦେବତା ହେଉଛନ୍ତି ଭଗବାନ ଶିବ, ଯିଏ ଏଠାରେ ସିଦ୍ଧେଶ୍ୱର ମହାଦେବ ଭାବେ ପୂଜିତ ହୁଅନ୍ତି। ସିଦ୍ଧେଶ୍ୱର ନାମଟି “ସିଦ୍ଧ” (ସାଧନାର ସଫଳତା ବା ଆଧ୍ୟାତ୍ମିକ ପୂର୍ଣ୍ଣତା) ଏବଂ “ଈଶ୍ୱର” (ପ୍ରଭୁ) ଶବ୍ଦର ସମନ୍ୱୟରୁ ଗଠିତ। ଏହା ଭକ୍ତମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ଓ ପ୍ରାର୍ଥନା ଏଠାରେ ପୂର୍ଣ୍ଣ ହୁଏ ବୋଲି ଥିବା ଧାର୍ମିକ ବିଶ୍ୱାସକୁ ପ୍ରତିଫଳିତ କରେ। ମନ୍ଦିର ସହିତ ଜଡ଼ିତ ସ୍ଥାନୀୟ କିମ୍ବଦନ୍ତୀ ଓ ପୌରାଣିକ ପରମ୍ପରା ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇଥାଏ। ଲୋକବିଶ୍ୱାସ ଅନୁଯାୟୀ, ମହାଭାରତର ମହାନ ବୀର ଅର୍ଜୁନ ପାଣ୍ଡବମାନଙ୍କ ବନବାସ ସମୟରେ ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ ଏବଂ ସଫଳତା (ସିଦ୍ଧି) ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରିଥିଲେ। ମନ୍ଦିର ନିକଟରେ ଥିବା ଏକ ଛୋଟ ଗୁମ୍ଫାରେ ପାଣ୍ଡବ ଭ୍ରାତାମାନେ ସେମାନଙ୍କ ଯାତ୍ରା ସମୟରେ ଆଶ୍ରୟ ନେଇଥିଲେ ବୋଲି ମଧ୍ୟ ପାରମ୍ପରିକ ଭାବେ ବିଶ୍ୱାସ କରାଯାଏ। ଏହି କିମ୍ବଦନ୍ତୀଗୁଡ଼ିକ ଏହି ପବିତ୍ର ସ୍ଥାନକୁ ଏକ ବିଶେଷ ପୌରାଣିକ ପରିଚୟ ପ୍ରଦାନ କରିଛି। ଉପରୋକ୍ତ ପୌରାଣିକ ଓ ଲୋକପରମ୍ପରାଗୁଡ଼ିକ ମନ୍ଦିରର ଜୀବନ୍ତ ଐତିହ୍ୟର ଏକ ଅଂଶ ଏବଂ ଭକ୍ତ ଓ ସ୍ଥାନୀୟ ବାସିନ୍ଦାମାନଙ୍କ ମଧ୍ୟରେ ଏହି କାହାଣୀଗୁଡ଼ିକ ବେଶ୍‌ ପ୍ରଚଳିତ। ମନ୍ଦିରର ସ୍ଥାପତ୍ୟ ସମ୍ପର୍କରେ ପ୍ରତ୍ନତାତ୍ତ୍ୱିକ ବିବରଣୀ ସୀମିତ ଥିଲେ ମଧ୍ୟ, ସିଦ୍ଧେଶ୍ୱର ମନ୍ଦିର ପାରମ୍ପରିକ କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଶୈଳୀକୁ ଅନୁସରଣ କରେ। ଧାର୍ମିକ ମହତ୍ତ୍ୱ, ପୌରାଣିକ ପରମ୍ପରା, ପ୍ରାକୃତିକ ପରିବେଶ ଏବଂ ସ୍ଥାପତ୍ୟଗତ ପରିଚୟ ଦୃଷ୍ଟିରୁ ଏହି ମନ୍ଦିର ନରାଜ ଅଞ୍ଚଳର ଏକ ଉଲ୍ଲେଖନୀୟ ଐତିହ୍ୟସ୍ଥଳୀ।
सिद्धेश्वर मंदिर, जिसे स्थानीय रूप से सिधेश्वर/सिद्धेश्वर मंदिर भी लिखा जाता है, पूर्वी भारतीय राज्य ओडिशा में कटक शहर के बाहरी इलाके में स्थित नारज के पास भगवान शिव को समर्पित एक प्राचीन हिंदू मंदिर है। यह मंदिर महानदी नदी के किनारे एक छोटी पहाड़ी पर स्थित है और अपने मनोरम दृश्यों, आध्यात्मिक महत्व और स्थानीय पौराणिक परंपराओं से जुड़ाव के लिए जाना जाता है। मंदिर के मुख्य देवता भगवान शिव हैं, जिनकी यहां सिद्धेश्वर महादेव के रूप में पूजा की जाती है। सिद्धेश्वर नाम "सिद्ध" (उपलब्धि या आध्यात्मिक पूर्णता) और "ईश्वर" (भगवान) का संयोजन है, जो इस विश्वास को दर्शाता है कि यहां भक्तों की आध्यात्मिक आकांक्षाएं और प्रार्थनाएं पूरी होती हैं। स्थानीय किंवदंतियां और पौराणिक मान्यताएं मंदिर के महत्व को और बढ़ाती हैं: ऐसा माना जाता है कि महाभारत के महान योद्धा अर्जुन ने पांडवों के वनवास के दौरान यहां एक शिवलिंग स्थापित किया था और सफलता (सिद्धि) के लिए प्रार्थना की थी। मंदिर के पास स्थित एक छोटी गुफा के बारे में परंपरागत रूप से यह माना जाता है कि पांडव भाइयों ने अपनी यात्रा के दौरान यहीं शरण ली थी, जिससे इस पवित्र स्थान को एक पौराणिक आयाम प्राप्त होता है। ये कथाएँ मंदिर की जीवंत विरासत का हिस्सा हैं और भक्तों तथा स्थानीय निवासियों के बीच लोकप्रिय हैं। मंदिर की संरचना के पुरातात्विक विवरण सीमित हैं, सिद्धेश्वर मंदिर पारंपरिक कलिंग शैली की वास्तुकला का अनुसरण करता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Kalingan style temple

କଳିଙ୍ଗ ଶୈଳୀର ମନ୍ଦିର

कलिंगन शैली का मंदिर

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

5th June 2020

5th June 2020

5th June 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Naraj

ନରାଜ

नराज

District
ଜିଲ୍ଲା
जिला

Cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

10th -11th Century CE

10th -11th Century CE

10th -11th Century CE