Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Visvanatha Temple
ବିଶ୍ୱନାଥ ମନ୍ଦିର ବିଷୟରେ
विश्वनाथ मंदिर के बारे में
Visvanatha Temple, Krishnaprasadgarh, Cuttack
ବିଶ୍ୱନାଥ ମନ୍ଦିର, କୃଷ୍ଣପ୍ରସାଦଗଡ଼, କଟକ
विश्वनाथ मंदिर, कृष्णप्रसादगढ़, कटक
The Visvanatha Temple at Krishnaprasadgarh is an ancient Hindu temple dedicated to Lord Shiva (Visvanatha), Visvanatha meaning “Lord of the Universe” reflecting the Shiva worship tradition deep-rooted in Odisha’s medieval temple culture. This temple is included in the state-protected heritage list maintained by the Odisha State Archaeology Department. According to the Odisha State Archaeology heritage list, the Visvanatha Temple at Krishnaprasadgarh dates back to the 10th–11th century C.A.D., indicating that it was built during the early medieval period of Odisha’s temple history. Temples of Lord Visvanatha are typically important pilgrimage or local worship sites where devotees perform rituals like Rudrabhisheka, Mahashivaratri observances, and other traditional Saiva sacraments.
କୃଷ୍ଣପ୍ରସାଦଗଡ଼ସ୍ଥିତ ବିଶ୍ୱନାଥ ମନ୍ଦିର ଭଗବାନ ଶିବଙ୍କୁ (ବିଶ୍ୱନାଥ) ସମର୍ପିତ ଏକ ପ୍ରାଚୀନ ହିନ୍ଦୁ ଦେବାଳୟ। ‘ବିଶ୍ୱନାଥ’ର ଅର୍ଥ ହେଉଛି ‘ବିଶ୍ୱର ନାଥ’ ବା ‘ବିଶ୍ୱର ପ୍ରଭୁ’। ଏହି ମନ୍ଦିର ଓଡ଼ିଶାର ମଧ୍ୟଯୁଗୀୟ ମନ୍ଦିର ସଂସ୍କୃତିରେ ଗଭୀର ଭାବେ ମୂଳବଦ୍ଧ ଶୈବ ଉପାସନା ପରମ୍ପରାକୁ ପ୍ରତିଫଳିତ କରେ। ଏହି ମନ୍ଦିର ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ରାଜ୍ୟ ଐତିହ୍ୟସ୍ଥଳୀର ତାଲିକାରେ ଅନ୍ତର୍ଭୁକ୍ତ ଅଟେ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଐତିହ୍ୟ ତାଲିକା ଅନୁଯାୟୀ, କୃଷ୍ଣପ୍ରସାଦଗଡ଼ର ବିଶ୍ୱନାଥ ମନ୍ଦିର ଖ୍ରୀଷ୍ଟାବ୍ଦ ୧୦ମ–୧୧ଶ ଶତାବ୍ଦୀର ବୋଲି ଉଲ୍ଲେଖ ରହିଛି। ଏହାରୁ ଜଣାପଡ଼େ ଯେ, ଏହି ମନ୍ଦିର ଓଡ଼ିଶାର ମନ୍ଦିର ଇତିହାସର ପ୍ରାରମ୍ଭିକ ମଧ୍ୟଯୁଗୀୟ ପର୍ଯ୍ୟାୟରେ ନିର୍ମିତ ହୋଇଥିଲା। ବିଶ୍ୱନାଥଙ୍କ ମନ୍ଦିରଗୁଡ଼ିକ ସାଧାରଣତଃ ପ୍ରମୁଖ ତୀର୍ଥସ୍ଥଳୀ କିମ୍ବା ସ୍ଥାନୀୟ ଉପାସନା କେନ୍ଦ୍ର ଭାବେ ପରିଗଣିତ ହୋଇଥାଏ। ଏଠାରେ ଭକ୍ତମାନେ ରୁଦ୍ରାଭିଷେକ, ମହାଶିବରାତ୍ରି ପାଳନ ଏବଂ ଅନ୍ୟାନ୍ୟ ପାରମ୍ପରିକ ଶୈବ ଧାର୍ମିକ ଆଚାର-ଅନୁଷ୍ଠାନ ସମ୍ପାଦନ କରିଥାନ୍ତି ।
कृष्णाप्रसादगढ़ स्थित विश्वनाथ मंदिर भगवान शिव (विश्वनाथ) को समर्पित एक प्राचीन हिंदू मंदिर है। विश्वनाथ का अर्थ है "ब्रह्मांड के स्वामी", जो ओडिशा की मध्यकालीन मंदिर संस्कृति में गहराई से निहित शिव पूजा की परंपरा को दर्शाता है। यह मंदिर ओडिशा राज्य पुरातत्व विभाग द्वारा संरक्षित राज्य धरोहर सूची में शामिल है। ओडिशा राज्य पुरातत्व धरोहर सूची के अनुसार, कृष्णाप्रसादगढ़ स्थित विश्वनाथ मंदिर 10वीं-11वीं शताब्दी ईस्वी का है, जो दर्शाता है कि इसका निर्माण ओडिशा के मंदिर इतिहास के प्रारंभिक मध्ययुगीन काल में हुआ था। भगवान विश्वनाथ के मंदिर आमतौर पर महत्वपूर्ण तीर्थस्थल या स्थानीय पूजा स्थल होते हैं, जहां भक्त रुद्राभिषेक, महाशिवरात्रि अनुष्ठान और अन्य पारंपरिक शैव संस्कार करते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

18th April 2022

18th April 2022

18th April 2022

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Krishnaprasadgarh

କୃଷ୍ଣପ୍ରସାଦଗଡ଼

कृष्णप्रसादगढ़

District
ଜିଲ୍ଲା
जिला

Cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

10th-11th Century CE

10th-11th Century CE

10th-11th Century CE