Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Panchupandav Temple
ପଞ୍ଚୁପାଣ୍ଡବ ମନ୍ଦିର ବିଷୟରେ
पंचुपांडव मंदिर के बारे में
Panchupandav Temple, Dhanisa, Jagatsinghpur
ପଞ୍ଚୁପାଣ୍ଡବ ମନ୍ଦିର, ଗଣେଶ୍ୱରପୁର, ଧନିଷା, ଜଗତସିଂହପୁର
पंचुपांडव मंदिर, धनिसा, जगतसिंहपुर
The Panchupandav Temple is a Hindu temple dedicated to Lord Shiva, located in the village of Ganeswarpur in the Cuttack district of Odisha, not Dhanisa in Jagatsinghpur. It is an ancient archeological site built in the 10th century CE during the Somavamsi dynasty. The temple is dedicated to Lord Vishnu. Local legend holds that the five Pandava brothers from the epic Mahabharata stayed near here during their exile. Arjuna, Bhima, Nakula, and Sahadeva resided under the nearby Jaluka hills, while the eldest brother, Yudhishthira, lived in the nearby Rudrapur village. Architecture: It is built in the panchayatana style, featuring a central main temple and four smaller subsidiary shrines in the corners of a low platform. The main temple's superstructure three of the corner shrines are in good condition.
ପଞ୍ଚୁପାଣ୍ଡବ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର। ଏହା ଓଡ଼ିଶାର କଟକ ଜିଲ୍ଲାର ଗଣେଶ୍ୱରପୁର ଗ୍ରାମରେ ଅବସ୍ଥିତ । ଏହା ଏକ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ, ଯାହା ଖ୍ରୀଷ୍ଟାବ୍ଦ ୧୦ମ ଶତାବ୍ଦୀରେ ସୋମବଂଶୀ ରାଜବଂଶର ଶାସନକାଳରେ ନିର୍ମିତ ହୋଇଥିବା ମନେ କରାଯାଏ। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ସ୍ଥାନୀୟ ଲୋକକଥା ଅନୁସାରେ, ମହାଭାରତର ପାଞ୍ଚ ପାଣ୍ଡବ ଭାଇ ସେମାନଙ୍କ ବନବାସ ସମୟରେ ଏହି ଅଞ୍ଚଳ ନିକଟରେ ଅବସ୍ଥାନ କରିଥିଲେ। ଅର୍ଜୁନ, ଭୀମ, ନକୁଳ ଓ ସହଦେବ ନିକଟସ୍ଥ ଜାଲୁକା ପାହାଡ଼ ତଳେ ରହୁଥିବା ବେଳେ, ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିର ନିକଟସ୍ଥ ରୁଦ୍ରପୁର ଗ୍ରାମରେ ବାସ କରୁଥିଲେ ବୋଲି କୁହାଯାଏ। ଏହି ମନ୍ଦିରଟି ପଞ୍ଚାୟତନ ଶୈଳୀରେ ନିର୍ମିତ। ଏଥିରେ ଏକ ନିମ୍ନ ମଞ୍ଚ ଉପରେ ମଧ୍ୟଭାଗରେ ମୁଖ୍ୟ ମନ୍ଦିର ଏବଂ ଚାରି କୋଣରେ ଚାରିଟି କ୍ଷୁଦ୍ର ସହାୟକ ମନ୍ଦିର ରହିଛି। ମୁଖ୍ୟ ମନ୍ଦିରର ଉପରି ଗଠନ ବା ବିମାନର ଅଧିକାଂଶ ଅଂଶ ଭାଙ୍ଗି ପଡ଼ିଛି। ତେବେ, କୋଣରେ ଥିବା ଚାରିଟି ସହାୟକ ମନ୍ଦିର ମଧ୍ୟରୁ ତିନୋଟି ତୁଳନାମୂଳକ ଭାବେ ଭଲ ଅବସ୍ଥାରେ ରହିଛି ।
पंचुपांडव मंदिर भगवान शिव को समर्पित एक हिंदू मंदिर है, जो ओडिशा के कटक जिले के गणेशवरपुर गांव में स्थित है, न कि जगतसिंहपुर के धनिसा में। यह एक प्राचीन पुरातात्विक स्थल है जिसका निर्माण 10वीं शताब्दी ईस्वी में सोमवंशी राजवंश के दौरान हुआ था। यह मंदिर भगवान विष्णु को समर्पित है। स्थानीय किंवदंती के अनुसार, महाभारत महाकाव्य के पांचों पांडव भाई अपने वनवास के दौरान यहीं पास में रहे थे। अर्जुन, भीम, नकुल और सहदेव पास की जलुका पहाड़ियों के नीचे रहे, जबकि सबसे बड़े भाई युधिष्ठिर पास के रुद्रपुर गांव में रहते थे। वास्तुकला: यह पंचायतन शैली में निर्मित है, जिसमें एक केंद्रीय मुख्य मंदिर और एक निचले चबूतरे के कोनों में चार छोटे सहायक मंदिर हैं। मुख्य मंदिर की ऊपरी संरचना और तीन कोने वाले मंदिर अच्छी स्थिति में हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th June 2010

11th June 2010

11th June 2010

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Dhanisa

ଧନିଷା

धनिसा

District
ଜିଲ୍ଲା
जिला

Jagatsinghpur

ଜଗତସିଂହପୁର

जगतसिंहपुर

Date / Period
ତାରିଖ / କାଳ
तिथि / काल

10th Century CE

10th Century CE

10th Century CE