Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Saptamatruka & Ajaikapada Bhairava Temple
ଅଜୈକପାଦ ଭୈରବ ମନ୍ଦିର ବିଷୟରେ
सप्तमातृका और अजैकपाद भैरव मंदिर के बारे में
Saptamatruka & Ajaikapada Bhairava, Sathalapur, Jagatsinghpur
ଅଜୈକପାଦ ଭୈରବ ମନ୍ଦିର, ସାଠଳାପୁର, ଜଗତସିଂହପୁର
Saptamatruka & Ajaikapada Bhairava, Sathalapur, Jagatsinghpur
The Ajaikapada Bhairava Temple in Sathalapur, Jagatsinghpur, is an ancient Hindu shrine dedicated to a rare, one-footed manifestation of Lord Shiva. The temple complex also includes a separate shrine for the Saptamatrukas (Seven Mother Goddesses). The temple is dedicated to Ajaikapada Bhairava (also Ekapada Bhairava), a fierce, one-footed aspect of Shiva, symbolizing the cosmic pillar of the universe. This deity is considered the ruling lord of the Purva Bhadrapada star (nakshatra), making the temple important for practitioners of Tantra and astrology. History: The original temple was built in the early 10th century by the Somavamsi Keshari Kings. It was later destroyed due to natural calamities and invasions, and the current, smaller structure was rebuilt in the 20th century, but houses the original garbhagriha (sanctum sanctorum). The Bhairava idol has one foot and four hands. The upper two hands hold disc-shaped objects, while the lower two hands are broken. A Shiva lingam is also installed in the sanctum.
ଜଗତସିଂହପୁର ଜିଲ୍ଲାର ସାଠଳାପୁରଠାରେ ଅବସ୍ଥିତ ଅଜୈକପାଦ ଭୈରବ ମନ୍ଦିର ଭଗବାନ ଶିବଙ୍କ ଏକ ବିରଳ ଏକପାଦ ରୂପକୁ ସମର୍ପିତ ଏକ ପ୍ରାଚୀନ ହିନ୍ଦୁ ଦେବାଳୟ। ମନ୍ଦିର ପରିସରରେ ସପ୍ତମାତୃକା, ଅର୍ଥାତ୍ ସାତଜଣ ମାତୃଦେବୀଙ୍କ ପାଇଁ ଏକ ପୃଥକ ମନ୍ଦିର ମଧ୍ୟ ରହିଛି। ଏହି ମନ୍ଦିର ଅଜୈକପାଦ ଭୈରବଙ୍କୁ ସମର୍ପିତ। ଅଜୈକପାଦ ଭୈରବ ଭଗବାନ ଶିବଙ୍କ ଏକ ଉଗ୍ର ଓ ଏକପାଦ ରୂପ, ଯାହାକୁ ବ୍ରହ୍ମାଣ୍ଡର ମହାଜାଗତିକ ସ୍ତମ୍ଭର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ଦେବତାଙ୍କୁ ପୂର୍ବଭାଦ୍ରପଦା ନକ୍ଷତ୍ରର ଅଧିଷ୍ଠାତା ଦେବତା ଭାବେ ମନେ କରାଯାଏ। ଏହି କାରଣରୁ ତନ୍ତ୍ରସାଧନା ଓ ଜ୍ୟୋତିଷଶାସ୍ତ୍ରର ସାଧକମାନଙ୍କ ପାଇଁ ଏହି ମନ୍ଦିରର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ମୂଳ ମନ୍ଦିରଟି ସୋମବଂଶୀ କେଶରୀ ରାଜାମାନଙ୍କ ଦ୍ୱାରା ଖ୍ରୀଷ୍ଟାବ୍ଦ ୧୦ମ ଶତାବ୍ଦୀର ପ୍ରାରମ୍ଭରେ ନିର୍ମିତ ହୋଇଥିବା କୁହାଯାଏ। ପରବର୍ତ୍ତୀ କାଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ଆକ୍ରମଣ ଯୋଗୁଁ ମୂଳ ମନ୍ଦିରଟି ଧ୍ୱଂସ ହୋଇଥିଲା। ବର୍ତ୍ତମାନର ତୁଳନାମୂଳକ ଭାବେ କ୍ଷୁଦ୍ର ମନ୍ଦିରଟି ୨୦ଶ ଶତାବ୍ଦୀରେ ପୁନର୍ନିର୍ମିତ ହୋଇଥିଲେ ମଧ୍ୟ ଏଥିରେ ମୂଳ ଗର୍ଭଗୃହ ସୁରକ୍ଷିତ ରହିଛି। ମନ୍ଦିରରେ ପ୍ରତିଷ୍ଠିତ ଭୈରବଙ୍କ ପ୍ରତିମାର ଗୋଟିଏ ପାଦ ଓ ଚାରିଟି ହାତ ରହିଛି। ଉପର ଦୁଇ ହାତରେ ଚକ୍ରାକାର ବସ୍ତୁ ଧାରଣ କରିଥିବା ବେଳେ ତଳ ଦୁଇ ହାତ ଭଗ୍ନ ଅବସ୍ଥାରେ ରହିଛି। ଗର୍ଭଗୃହରେ ଏକ ଶିବଲିଙ୍ଗ ମଧ୍ୟ ପ୍ରତିଷ୍ଠିତ ଅଛି ।
जगतसिंहपुर के सथलपुर में स्थित अजैकपाद भैरव मंदिर एक प्राचीन हिंदू तीर्थस्थल है जो भगवान शिव के एक दुर्लभ, एक पैर वाले रूप को समर्पित है। मंदिर परिसर में सप्तमातृकाओं (सात मातृ देवियों) के लिए एक अलग मंदिर भी है। यह मंदिर अजैकपाद भैरव (जिन्हें एकपाद भैरव भी कहा जाता है) को समर्पित है, जो शिव का उग्र, एक पैर वाला रूप है और ब्रह्मांड के स्तंभ का प्रतीक है। इस देवता को पूर्वा भाद्रपद नक्षत्र का स्वामी माना जाता है, जिससे यह मंदिर तंत्र और ज्योतिष के अनुयायियों के लिए महत्वपूर्ण हो जाता है। इतिहास: मूल मंदिर का निर्माण 10वीं शताब्दी के आरंभ में सोमवंशी केशरी राजाओं द्वारा किया गया था। बाद में प्राकृतिक आपदाओं और आक्रमणों के कारण यह नष्ट हो गया, और वर्तमान, छोटा ढांचा 20वीं शताब्दी में पुनर्निर्मित किया गया, लेकिन इसमें मूल गर्भगृह (पवित्र स्थान) अभी भी मौजूद है। भैरव की मूर्ति का एक पैर और चार हाथ हैं। ऊपरी दोनों हाथों में डिस्क के आकार की वस्तुएं हैं, जबकि निचले दोनों हाथ टूटे हुए हैं। गर्भगृह में एक शिवलिंग भी स्थापित है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

12th November 2019

12th November 2019

12th November 2019

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Sathalapur

ସାଠଳାପୁର

Sathalapur

District
ଜିଲ୍ଲା
जिला

Jagatsinghpur

ଜଗତସିଂହପୁର

जगतसिंहपुर

Date / Period
ତାରିଖ / କାଳ
तिथि / काल

10th Century CE

10th Century CE

10th Century CE