Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Dasasvamedhaghata, Killasarai
ଦଶାଶ୍ୱମେଧ କୈଳାସଗିରି ବିଷୟରେ
दासस्वमेधघाटा, किल्लसरई के बारे में
Dasasvamedhaghata, Killasarai, Jajpur Town, Jajpur
ଦଶାଶ୍ୱମେଧ କୈଳାସଗିରି, ଯାଜପୁର ସହର, ଯାଜପୁର
दशाश्वमेघघाट, किल्लासराय, जाजपुर टाउन, जाजपुर
Dasaswamedh Kailasagiri, Jajpur Town, Jajpur refers to the general area encompassing the significant Dasaswamedh Ghat on the banks of the holy Baitarani River and a nearby temple complex/locality that likely incorporates the name Kailasagiri. The Kailasagiri part is less defined in the search results compared to the famous ghat itself. The name "Dasaswamedh" means "the place where ten horses were sacrificed". It is believed that in the 11th century CE, King Jajati Keshari of the Somavanshi dynasty performed the Dashashwamedha Yagna (a grand Vedic ritual involving the sacrifice of ten horses) at this site to establish his supremacy and seek divine blessings. This event is also said to be the origin of the town's name, Jajpur (from Yajnapura). Comprises stone-built stepped embankments descending to the river. The steps are utilitarian yet sacred in character, designed for ritual bathing, offerings, and ancestral rites. The present form reflects multiple phases of repair and renovation, indicating continuous ritual use over centuries.
ଯାଜପୁର ସହରର ଦଶାଶ୍ୱମେଧ କୈଳାସଗିରି ନାମଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଦଶାଶ୍ୱମେଧ ଘାଟ ଏବଂ ଏହାର ନିକଟସ୍ଥ ମନ୍ଦିର ପରିସର/ଅଞ୍ଚଳକୁ ସୂଚିତ କରେ। ଏହି ଅଞ୍ଚଳରେ ‘କୈଳାସଗିରି’ ନାମକ ଏକ ସ୍ଥାନୀୟ ଧାର୍ମିକ ପରିସର ଥିବାର ସୂଚନା ମିଳେ। ତେବେ ଉପଲବ୍ଧ ବିବରଣୀ ତୁଳନାରେ ‘କୈଳାସଗିରି’ର ସ୍ୱତନ୍ତ୍ର ପରିଚୟ ଦଶାଶ୍ୱମେଧ ଘାଟ ଭଳି ସ୍ପଷ୍ଟ ନୁହେଁ। “ଦଶାଶ୍ୱମେଧ” ଶବ୍ଦର ଅର୍ଥ ହେଉଛି “ଯେଉଁ ସ୍ଥାନରେ ଦଶଟି ଅଶ୍ୱ ବଳି ଦିଆଯାଇଥିଲା”। ବିଶ୍ୱାସ କରାଯାଏ ଯେ ଖ୍ରୀଷ୍ଟାବ୍ଦ ୧୧ଶ ଶତାବ୍ଦୀରେ ସୋମବଂଶୀ ରାଜବଂଶର ରାଜା ଯଯାତି କେଶରୀ ଏହି ସ୍ଥାନରେ ଦଶାଶ୍ୱମେଧ ଯଜ୍ଞ ସମ୍ପାଦନ କରିଥିଲେ। ଦଶଟି ଅଶ୍ୱଙ୍କୁ ନେଇ ସମ୍ପାଦିତ ଏହି ବୃହତ୍ ବୈଦିକ ଯଜ୍ଞ ମାଧ୍ୟମରେ ସେ ନିଜର ରାଜକୀୟ ପ୍ରଭୁତ୍ୱ ସ୍ଥାପନ କରିବା ସହ ଦେବାନୁଗ୍ରହ ପ୍ରାପ୍ତିର ଉଦ୍ଦେଶ୍ୟ ରଖିଥିବା କିମ୍ବଦନ୍ତୀ ରହିଛି। ଏହି ଘଟଣାକୁ ଯାଜପୁର ସହରର ନାମକରଣର ଉତ୍ସ ସହିତ ମଧ୍ୟ ସମ୍ପୃକ୍ତ କରାଯାଏ। ‘ଯାଜପୁର’ ନାମଟି ‘ଯଜ୍ଞପୁର’ରୁ ଉତ୍ପତ୍ତି ହୋଇଥିବା ବୋଲି ମତ ପ୍ରଚଳିତ। ଦଶାଶ୍ୱମେଧ ଘାଟ ପଥର ନିର୍ମିତ ପାହାଚଯୁକ୍ତ ଘାଟ ଓ ନଦୀକୂଳ ବନ୍ଧକୁ ନେଇ ଗଠିତ, ଯାହା ନଦୀ ଆଡ଼କୁ କ୍ରମଶଃ ତଳକୁ ଅବତରଣ କରିଛି। ଏହି ପାହାଚଗୁଡ଼ିକ ବ୍ୟବହାରିକ ହେବା ସହିତ ଧାର୍ମିକ ଦୃଷ୍ଟିରୁ ମଧ୍ୟ ପବିତ୍ର ମନେ କରାଯାଏ। ଧାର୍ମିକ ସ୍ନାନ, ପୂଜା-ଅର୍ଚ୍ଚନା, ଦାନ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପାରମ୍ପରିକ କ୍ରିୟା ସମ୍ପାଦନ ପାଇଁ ଏହାର ବ୍ୟବହାର ହୋଇଥାଏ। ବର୍ତ୍ତମାନ ଦୃଶ୍ୟମାନ ଘାଟର ରୂପ ବିଭିନ୍ନ ସମୟରେ କରାଯାଇଥିବା ମରାମତି ଓ ପୁନରୁଦ୍ଧାରର ଅନେକ ପର୍ଯ୍ୟାୟର ପରିଣାମ। ଏହା ଦୀର୍ଘକାଳ ଧରି ଏହି ସ୍ଥଳୀରେ ଧାର୍ମିକ ଓ ଆଚାର-ଅନୁଷ୍ଠାନମୂଳକ ବ୍ୟବହାର ଅବ୍ୟାହତ ରହିଥିବାର ସୂଚନା ପ୍ରଦାନ କରେ। ଦଶାଶ୍ୱମେଧ କୈଳାସଗିରି ଯାଜପୁରର ଧାର୍ମିକ, ଐତିହାସିକ ଓ ସାଂସ୍କୃତିକ ଐତିହ୍ୟର ଏକ ଉଲ୍ଲେଖନୀୟ ଅଂଶ ।
दशाश्वमेध कैलाशगिरि, जाजपुर शहर, जाजपुर, बैतरानी नदी के किनारे स्थित महत्वपूर्ण दशाश्वमेध घाट और पास के एक मंदिर परिसर/इलाके को संदर्भित करता है, जिसका नाम संभवतः कैलाशगिरि से जुड़ा है। खोज परिणामों में कैलाशगिरि शब्द घाट की तुलना में कम स्पष्ट है। "दशश्वमेध" नाम का अर्थ है "वह स्थान जहाँ दस घोड़ों की बलि दी गई थी"। ऐसा माना जाता है कि 11वीं शताब्दी ईस्वी में, सोमवंशी वंश के राजा जाजति केशरी ने अपनी सर्वोच्चता स्थापित करने और दैवीय आशीर्वाद प्राप्त करने के लिए इस स्थान पर दशाश्वमेध यज्ञ (दस घोड़ों की बलि देने वाला एक भव्य वैदिक अनुष्ठान) किया था। कहा जाता है कि इसी घटना से शहर का नाम जाजपुर (यज्ञपुरा से) पड़ा है। यहाँ नदी तक जाने वाले पत्थर से बने सीढ़ीदार तटबंध हैं। ये सीढ़ियाँ उपयोगितावादी होने के साथ-साथ पवित्र भी हैं, जिन्हें अनुष्ठानिक स्नान, अर्पण और पूर्वजों की पूजा के लिए बनाया गया है। वर्तमान स्वरूप में मरम्मत और नवीनीकरण के कई चरण प्रतिबिंबित होते हैं, जो सदियों से निरंतर अनुष्ठानिक उपयोग का संकेत देते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

15th April 2018

15th April 2018

15th April 2018

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Jajpur Town

ଯାଜପୁର ସହର

जाजपुर टाउन

District
ଜିଲ୍ଲା
जिला

Jajpur

ଯାଜପୁର

जाजपुर

Date / Period
ତାରିଖ / କାଳ
तिथि / काल

10th-11th Century CE

10th-11th Century CE

10th-11th Century CE