Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gopinatha Jew Temple
ଗୋପୀନାଥ ଜୀଉ ମନ୍ଦିର ବିଷୟରେ
गोपीनाथ यहूदी मंदिर के बारे में
Gopinatha Jew Temple, Bandaresvara, Jajpur
ଗୋପୀନାଥ ଜୀଉ ମନ୍ଦିର, ବନ୍ଦାରେଶ୍ୱର, ଯାଜପୁର
गोपीनाथ यहूदी मंदिर, बंदरेश्वर, जाजपुर
The Gopinatha Jew Temple is a Vaishnavite shrine dedicated to Lord Gopinatha (Krishna). Like many temples in and around Jajpur, it represents a satellite place of worship that developed alongside the central pilgrimage nucleus of Viraja Kshetra. Built in the Kalinga style of temple architecture. The present structure shows later alterations and repairs, but surviving masonry and proportions suggest a medieval origin. Scattered stone fragments in and around the site point to an older and possibly more extensive sacred precinct. The temple caters primarily to local devotional practices, with Krishna worship integrated into village religious life.
ଗୋପୀନାଥ ଜୀଉ ମନ୍ଦିର ଏକ ବୈଷ୍ଣବ ଉପାସନାସ୍ଥଳୀ, ଯାହା ଭଗବାନ ଗୋପୀନାଥ (ଶ୍ରୀକୃଷ୍ଣ)ଙ୍କୁ ସମର୍ପିତ। ଯାଜପୁର ଓ ଏହାର ଆଖପାଖ ଅଞ୍ଚଳର ଅନେକ ମନ୍ଦିର ପରି ଏହି ମନ୍ଦିରଟି ମଧ୍ୟ ବିରଜା କ୍ଷେତ୍ରର ପ୍ରମୁଖ ତୀର୍ଥକେନ୍ଦ୍ରକୁ କେନ୍ଦ୍ର କରି ବିକଶିତ ହୋଇଥିବା ଏକ ସହାୟକ ଉପାସନାସ୍ଥଳୀ ଭାବେ ପରିଗଣିତ ହୁଏ। ମନ୍ଦିରଟି କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଶୈଳୀରେ ନିର୍ମିତ । ବର୍ତ୍ତମାନର ମନ୍ଦିରରେ ପରବର୍ତ୍ତୀ କାଳରେ କରାଯାଇଥିବା ବିଭିନ୍ନ ପରିବର୍ତ୍ତନ ଓ ମରାମତିର ଚିହ୍ନ ଦେଖିବାକୁ ମିଳେ। ତଥାପି ଅବଶିଷ୍ଟ ପଥର ଗଠନ, ନିର୍ମାଣଶୈଳୀ ଓ ଅନୁପାତ ଏହାର ମଧ୍ୟଯୁଗୀୟ ଉତ୍ପତ୍ତିର ସୂଚନା ପ୍ରଦାନ କରେ। ମନ୍ଦିର ପରିସର ଓ ଏହାର ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ପଥର ଖଣ୍ଡ ଓ ସ୍ଥାପତ୍ୟ ଅବଶେଷ ଏଠାରେ ପୂର୍ବରୁ ଏକ ପୁରାତନ ଏବଂ ସମ୍ଭବତଃ ଅଧିକ ବିସ୍ତୃତ ଧାର୍ମିକ ପରିସର ରହିଥିବାର ସୂଚନା ଦେଇଥାଏ। ମନ୍ଦିରଟି ମୁଖ୍ୟତଃ ସ୍ଥାନୀୟ ଭକ୍ତିମୂଳକ ଧାର୍ମିକ ପରମ୍ପରା ସହିତ ସମ୍ପୃକ୍ତ।
गोपीनाथ ज्यू मंदिर भगवान गोपीनाथ (कृष्ण) को समर्पित एक वैष्णव तीर्थस्थल है। जाजपुर और उसके आसपास के कई मंदिरों की तरह, यह भी एक उप-पूजा स्थल है जो विरजा क्षेत्र के केंद्रीय तीर्थस्थल के साथ-साथ विकसित हुआ। कलिंग शैली में निर्मित इस मंदिर की वर्तमान संरचना में बाद में किए गए बदलाव और मरम्मत दिखाई देते हैं, लेकिन बची हुई चिनाई और अनुपात मध्ययुगीन काल की ओर इशारा करते हैं। मंदिर स्थल के आसपास बिखरे हुए पत्थर के टुकड़े एक पुराने और संभवतः अधिक विस्तृत पवित्र परिसर की ओर संकेत करते हैं। यह मंदिर मुख्य रूप से स्थानीय धार्मिक अनुष्ठानों को पूरा करता है, जिसमें कृष्ण पूजा ग्राम के धार्मिक जीवन का अभिन्न अंग है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th June 2000

11th June 2000

11th June 2000

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Bandaresvara

ବନ୍ଦାରେଶ୍ୱର

बंदारेस्वर

District
ଜିଲ୍ଲା
जिला

Jajpur

ଯାଜପୁର

जाजपुर

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE